{
  "id": "oa-gita-000014",
  "name": {
    "en": "Ana sajani anare",
    "or": "ଅନା ସଜନୀ ଅନାରେ"
  },
  "composer": "oa-person-000014",
  "mula_raga": [
    "oa-raga-000012"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/ana-sajani-anare/"
    },
    "stanzas": [
      {
        "n": 0,
        "lines": [
          "ଅନା ସଜନୀ ଅନାରେ । ଗଗନେ ହସି ।",
          "ଶରଦ ଶଶି ବିକାଶେ"
        ]
      },
      {
        "n": 1,
        "lines": [
          "ପାଞ୍ଚି କଳପେ ସତେ । ସିଞ୍ଚି ଅମୀୟ ଯେତେ ।",
          "ବିଞ୍ଚି ସ୍ନେହ ମରୁତେ । ବାଞ୍ଛି ବିରଞ୍ଚି କେତେ ।",
          "(ପଡ଼ି)",
          "ସାର କରି ଗଢ଼ିଲା ଡଉଲ ରୂପ ତାର",
          "ଗାର ଦେବାକୁ ନାହିଁ ତଉଲ ସରି ଯାର",
          "ହାର ତାରକା ଟୀକା ପଦକ ପରକାର",
          "କା’ର ନ ରସେ ଚିତ୍ତ ତାର କୁମାର କି ସେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/ana-sajani-anare/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
