{
  "id": "oa-gita-000051",
  "name": {
    "en": "Kara khyama sadaye sri kisori",
    "or": "କର କ୍ଷମା ସଦୟେ ଶ୍ରୀ କିଶୋରୀ"
  },
  "composer": "oa-person-000008",
  "mula_raga": [
    "oa-raga-000028"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/kara-khyama-sadaye-sri-kisori/"
    },
    "stanzas": [
      {
        "n": 0,
        "lines": [
          "କର କ୍ଷମା ସଦୟେ ଶ୍ରୀ କିଶୋରୀ",
          "ଦାସ ଦୋଷ ଦିବ୍ୟ ଚିତ୍ତେ ବିଚାରି"
        ]
      },
      {
        "n": 1,
        "lines": [
          "ତୁମ୍ଭର ବିନା ଗତି",
          "ନାହିଁ ଆନ ଶ୍ରୀମତୀ",
          "ରକ୍ଷା କର ଶୁଣି ମୋର ଗୁହାରି"
        ]
      },
      {
        "n": 2,
        "lines": [
          "ଆଉ ମୁହିଁ ଏପରି",
          "କରିବି ନାହିଁ ଗୋରୀ",
          "ଆସ ଆସ ସାଦରେ ରାସେଶ୍ୱରୀ"
        ]
      },
      {
        "n": 3,
        "lines": [
          "ଭାଷେ ଧୀରେ ତାରିଣୀ",
          "ଯା ହେବାର ହେଲାଣି",
          "ପୂରୁବର କଥା ଦିଅ ପାଶୋରି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/kara-khyama-sadaye-sri-kisori/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
