{
  "id": "oa-gita-000053",
  "name": {
    "en": "Bhaba sansarare sara hari nama",
    "or": "ଭବ ସଂସାରରେ ସାର ହରି ନାମ"
  },
  "composer": "oa-person-000008",
  "mula_raga": [
    "oa-raga-000028"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bhaba-sansarare-sara-hari-nama/"
    },
    "stanzas": [
      {
        "n": 0,
        "lines": [
          "ଭବ ସଂସାରରେ ସାର ହରି ନାମ",
          "ଆଉ ଅନ୍ୟ କାମ ଧାମ ସାରହୀନ"
        ]
      },
      {
        "n": 1,
        "lines": [
          "ଆସିଛୁ ଯେପରି ଯିବୁ ତ ସେପରି",
          "ସଙ୍ଗେ ନ ଯିବ ଏ ଧନମାନ",
          "(ପଡ଼ି)",
          "ଆରେ ମନ ଭୋଳା ଏ କିଂଭୁତ ଲୀଳା",
          "ମୋହରେ ମଜ୍ଜି ଜୀବନ ନ ଖେଳା",
          "ବୋଲଇ ତାରିଣୀ ସବୁ ଜାଣି ଜାଣି",
          "ଭୁଲନା ଭୁଲନା ରେ ବାତୁଳ ସମ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bhaba-sansarare-sara-hari-nama/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
