{
  "id": "oa-gita-000055",
  "name": {
    "en": "Antara mora bikasita kara he",
    "or": "ଅନ୍ତର ମୋର ବିକଶିତ କର ହେ"
  },
  "composer": "oa-person-000008",
  "mula_raga": [
    "oa-raga-000029"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/antara-mora-bikasita-kara-he/"
    },
    "stanzas": [
      {
        "n": 0,
        "lines": [
          "ଅନ୍ତର ମୋର ବିକଶିତ କର ହେ",
          "ଅନ୍ତରଯାମୀ ପରାତ୍ପର ହେ"
        ]
      },
      {
        "n": 1,
        "lines": [
          "ଚିନ୍ତେ ସ୍ୱାନ୍ତରେ ଶାନ୍ତ ସୁଧୀରେ",
          "ଶାନ୍ତି ସୁଧା ବିଭୋ ବିତର ହେ",
          "ତାରିଣୀ ଭାଳେ ଅନ୍ତିମ କାଳେ",
          "ଜୀବନ ଯାଉ ଧ୍ୟାୟି ପୟର ହେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/antara-mora-bikasita-kara-he/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
