{
  "id": "oa-gita-000337",
  "name": {
    "en": "Dekhilutiki sakhi re jamuna tire",
    "or": "ଦେଖିଲୁଟିକି ସଖୀରେ । ଯମୁନା ତୀରେ"
  },
  "composer": "oa-person-000015",
  "mula_raga": [
    "oa-raga-000099"
  ],
  "mula_tala": [
    "oa-tala-000011"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/dekhilutiki-sakhi-re-jamuna-tire/"
    },
    "stanzas": [
      {
        "n": 0,
        "lines": [
          "ଦେଖିଲୁଟିକି ସଖୀରେ । ଯମୁନା ତୀରେ ।",
          "ତ୍ରିଭଙ୍ଗ ଶ୍ୟାମ ଠାମକୁ"
        ]
      },
      {
        "n": 1,
        "lines": [
          "ଶିଖଣ୍ଡଚୂଳିଆକୁ ସତୀକୁଳଖିଆକୁ",
          "ସେ ପୀତପଟିଆକୁ ନାଗର ହଟିଆକୁ ।",
          "(ପଡ଼ି)",
          "ହାର ବନଫୁଲ ସାର ରସିକ ସେ",
          "ମାରଜିତ ତନୁ ତାର କି ବିକଶେ",
          "ତାର ଶ୍ୟାମଳ ଗାର ପରି ଦିଶେ",
          "ଅଧରେ ଦରହାସ ଶୋଭନକୁ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/dekhilutiki-sakhi-re-jamuna-tire/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
