{
  "id": "oa-gita-000440",
  "name": {
    "en": "Sajila re gheri ghana",
    "or": "ସାଜିଲା ରେ ଘେରି ଘନ"
  },
  "composer": "oa-person-000015",
  "mula_raga": [
    "oa-raga-000123"
  ],
  "mula_tala": [
    "oa-tala-000003"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/sajila-re-gheri-ghana-ghora-gagane/"
    },
    "stanzas": [
      {
        "n": 0,
        "lines": [
          "ସାଜିଲା ରେ ଘେରି ଘନ ଘୋର ଗଗନେ",
          "ହେମ ଗୋରୀ ତନୁ ମାଜିଲା ରେ"
        ]
      },
      {
        "n": 1,
        "lines": [
          "ଚାରୁ ଚିକୁର ଚାଳି ଚାହେଁ ଚପଳାବଳୀ",
          "ନାଗର ଆଗମନ ବାଜିଲା ରେ ।",
          "ଡାହୁକ ଡାକୁଆ ଦେଲାଣି ଡାକି",
          "ବିରହିଣୀ ଜନ ଜୀବ ନେବ କି",
          "ତରୁଣୀ ବିଯୋଗିନୀ ଧଇର୍ଯ୍ୟ ଭାସିଲା",
          "କବିଶଶୀ ଭାଷେ ବିରସ ରସରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/sajila-re-gheri-ghana-ghora-gagane/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
