{
  "id": "oa-gita-000462",
  "name": {
    "en": "Jiba e jibana sina re sajani",
    "or": "ଯିବ ଏ ଜୀବନ ସିନା ରେ ସଜନୀ"
  },
  "composer": "oa-person-000001",
  "mula_raga": [
    "oa-raga-000051"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/jiba-e-jibana-sina-re-sajani/"
    },
    "stanzas": [
      {
        "n": 0,
        "lines": [
          "ଯିବ ଏ ଜୀବନ ସିନା ରେ ସଜନୀ",
          "ମୋହନ ପ୍ରୀତି କେ କଲାନି ମନା"
        ]
      },
      {
        "n": 1,
        "lines": [
          "ଦେହାନ୍ତରେ ଲଭିବାକୁ ସୁମନା",
          "ସଦା କରୁଛି ଯା ପଦ ଭାବନା",
          "(ପଡ଼ି)",
          "ଗୁରୁଜନ ନିନ୍ଦା ଆଦି ଯାତନା",
          "ତା ଯାକ କରୁଛି ମୁଁ କି ଶୋଚନା"
        ]
      },
      {
        "n": 2,
        "lines": [
          "ଜଣାଉଛି ମୋତେ ଲୋଳଲୋଚନା",
          "ମନେ ରଖିଥା କା ଆଗେ କହନା",
          "(ପଡ଼ି)",
          "ଗୋପାଳକୃଷ୍ଣ ସୁବେଶ ରଚନା",
          "ସମ୍ଭାର ଛାମୁରେ କଲା ଘଟନା"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/jiba-e-jibana-sina-re-sajani/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
