{
  "id": "oa-gita-000492",
  "name": {
    "en": "Aja e ki rusa re khanjana drusa",
    "or": "ଆଜ ଏ କି ରୁଷା ରେ ଖଞ୍ଜନଦୃଶା"
  },
  "composer": "oa-person-000002",
  "mula_raga": [
    "oa-raga-000026"
  ],
  "mula_tala": [
    "oa-tala-000015"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/aja-e-ki-rusa-re-khanjana-drusa/"
    },
    "stanzas": [
      {
        "n": 0,
        "lines": [
          "ଆଜ ଏ କି ରୁଷା ରେ ଖଞ୍ଜନଦୃଶା",
          "ସୁନ୍ଦର କୁନ୍ଦପସନ୍ଦ ସ୍ମିତ ବିନାରେ"
        ]
      },
      {
        "n": 1,
        "lines": [
          "ଦୋଷ କରିବାର ନାହିଁ ଜାଣି",
          "କି କାରଣେ ସଖୀ ଗଣ୍ଡେ ପାଣି",
          "ମୋ ସପତଟିରେ ବୀଣାବାଣୀ",
          "ନିରାଶ କାରଣ କହି ଦରିଆରେ ଭସାରେ"
        ]
      },
      {
        "n": 2,
        "lines": [
          "ଭାରି ଉରଜା ମୋ ସୁଖରାହା",
          "ମାରି ପକାଅ ସେ ଯିବ ସୁହା",
          "ବାରିଝର ନୟନୁ ନ ବୁହାରେ ସଜନୀ",
          "ଚାରି ଧରମ ହେବଟି ତୋର ସେ ରସାରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/aja-e-ki-rusa-re-khanjana-drusa/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
