{
  "id": "oa-gita-000501",
  "name": {
    "en": "Kahibaku laja maduchhi",
    "or": "କହିବାକୁ ଲାଜ ମାଡ଼ୁଛି ସଜନୀ ଗୋନ କହି ତ ରହି ପାରୁ ନାହିଁ ଗୋଆହେ ଘନଶ୍ୟାମ ଯାହା କଲେ ଆଗୋଶୁଣିଗଲେ । ଘୋଷା । ସହିପାରେ କେହି ପାଶରେ ନ ଥିଲେବସି ଫୁଲ ଗୁନ୍ଥୁଥିଲି ମୁହିଁମୁହିଁ ଅନୁରାଗ ପାଞ୍ଚେ ତନୁ ସଙ୍ଗଗାଉଥିଲେ ଗୀତ ହର୍ଷ ହୋଇ ରହିଥିଲେ କାହିଁ ସେ କଳାକହ୍ନାଇଦିନେ"
  },
  "composer": "oa-person-000027",
  "mula_raga": [
    "oa-raga-000132"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/kahibaku-laja-maduchhi/"
    },
    "stanzas": [
      {
        "n": 0,
        "lines": [
          "କହିବାକୁ ଲାଜ ମାଡ଼ୁଛି ସଜନୀ ଗୋ",
          "ନ କହି ତ ରହି ପାରୁ ନାହିଁ ଗୋ",
          "ଆହେ ଘନଶ୍ୟାମ ଯାହା କଲେ ଆଗୋ",
          "ଶୁଣିଗଲେ"
        ]
      },
      {
        "n": 1,
        "lines": [
          "ସହିପାରେ କେହି ପାଶରେ ନ ଥିଲେ",
          "ବସି ଫୁଲ ଗୁନ୍ଥୁଥିଲି ମୁହିଁ",
          "ମୁହିଁ ଅନୁରାଗ ପାଞ୍ଚେ ତନୁ ସଙ୍ଗ",
          "ଗାଉଥିଲେ ଗୀତ ହର୍ଷ ହୋଇ"
        ]
      },
      {
        "n": 2,
        "lines": [
          "ରହିଥିଲେ କାହିଁ ସେ କଳାକହ୍ନାଇ",
          "ଦିନେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/kahibaku-laja-maduchhi/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
