{
  "id": "oa-gita-000523",
  "name": {
    "en": "Ekale ja prananatha bidese rahile go",
    "or": "ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ । ଘୋଷା ।ଅବଧି ଦିନ ତ ବଳି ଗଲାଣି ପରାଣ ଆଳିବିଷମ କାମ ଅନଳେ ମୋ ହୃଦ ଦହିଲେ ଗୋ । ୧ ।ପୁରୁଷ ଜାତି ଭ୍ରମର ପରାଏ ରୀତି ତାଙ୍କରଯାହା ହୁଏ ମନ ତାହା କି ହେବ କହିଲେ ଗୋ । ୨ ।କରିଥିଲେ ଗଳାହାର ଏବେ କଲେ ଅନାଦରକେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ । ୩ […]"
  },
  "composer": "oa-person-000026",
  "mula_raga": [
    "oa-raga-000135"
  ],
  "mula_tala": [
    "oa-tala-000012"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/ekale-ja-prananatha-bidese-rahile-go/"
    },
    "stanzas": [
      {
        "n": 0,
        "lines": [
          "ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋ",
          "ଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ"
        ]
      },
      {
        "n": 1,
        "lines": [
          "ଅବଧି ଦିନ ତ ବଳି ଗଲାଣି ପରାଣ ଆଳି",
          "ବିଷମ କାମ ଅନଳେ ମୋ ହୃଦ ଦହିଲେ ଗୋ"
        ]
      },
      {
        "n": 2,
        "lines": [
          "ପୁରୁଷ ଜାତି ଭ୍ରମର ପରାଏ ରୀତି ତାଙ୍କର",
          "ଯାହା ହୁଏ ମନ ତାହା କି ହେବ କହିଲେ ଗୋ"
        ]
      },
      {
        "n": 3,
        "lines": [
          "କରିଥିଲେ ଗଳାହାର ଏବେ କଲେ ଅନାଦର",
          "କେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ"
        ]
      },
      {
        "n": 4,
        "lines": [
          "ଗୀତେ କହେ ବନମାଳୀ ପୂର୍ବ ଭାବ ଦେଲେ ଟାଳି",
          "ଏହା ହେବ ବୋଲି ଜାଣି ନ ଥିଲି ପହିଲେ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/ekale-ja-prananatha-bidese-rahile-go/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
