{
  "id": "oa-gita-000742",
  "name": {
    "en": "Sumana ku kali manaa",
    "or": "ସୁମନାକୁ କଲି ମନା"
  },
  "composer": "oa-person-000014",
  "mula_tala": [
    "oa-tala-000008"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/sumana-ku-kali-manaa/"
    },
    "stanzas": [
      {
        "n": 0,
        "lines": [
          "ସୁମନାକୁ କଲି ମନା ଯମୁନାକୁ ଯାଆନା",
          "ମନା ନ ମାନି ସୁମନା ଯାଏ ନିତି ଯମୁନା"
        ]
      },
      {
        "n": 1,
        "lines": [
          "କଦମ୍ବ ମୂଳରେ ବସି ତୋ ନାମେ ବଜାଏ ବଂଶୀ",
          "ବାଟ ଜଗି ଘାଟ ମାଗେ ନନ୍ଦପୁଅ କାହ୍ନା"
        ]
      },
      {
        "n": 2,
        "lines": [
          "ଶଠ ଧିଟ ନଟବର ନ କରି ତିଳେ ଖାତର",
          "କୁଳ ବୁଡ଼ାଏ ଉଡ଼ାଏ ଅପନିନ୍ଦା ବାନା"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/sumana-ku-kali-manaa/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
