{
  "id": "oa-gita-000821",
  "name": {
    "en": "Murali baje re",
    "or": "ମୁରଲୀ ବାଜେ ରେ"
  },
  "composer": "oa-person-000015",
  "mula_raga": [
    "oa-raga-000048"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/murali-baje-re-chhayanata-kabichandra/"
    },
    "stanzas": [
      {
        "n": 0,
        "lines": [
          "ମୁରଲୀ ବାଜେ ରେ",
          "ମାନେ ନାହିଁ ମନ ମରେ ଲାଜେ"
        ]
      },
      {
        "n": 1,
        "lines": [
          "ସାଜି ନାହିଁ ଫୁଲହାର ବଉଳ ଗୋ",
          "ଘେନିଛି ଅଧା ପରା କଜ୍ଜ୍ୱଳ ମୁଁ ଯେ",
          "ବେଣୁତାନ ସହି ବାଇ କଲା ତ ଗୋ",
          "ସପନେ ନିତି ମିଶେ ସେ ଛବି ଶେଯେ"
        ]
      },
      {
        "n": 2,
        "lines": [
          "ରାଇ ରାଇ ବୋଲି ଡାକେ ସେ ମୋତେ ଗୋ",
          "ଘର ମୋର ପାଶୋରି କୁଳ ମାନ ତେଜେ",
          "କବିଚନ୍ଦ୍ର କହେ ତେଜ ଏ ରୀତି ଗୋ",
          "ଅପଯଶ ଡିଣ୍ଡିମ ବାଜେ ବରଜେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/murali-baje-re-chhayanata-kabichandra/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
