{
  "id": "oa-gita-000994",
  "name": {
    "en": "Pheri ja gale go",
    "or": "ଫେରି ଯା ଗଲେ ଗୋ"
  },
  "composer": "oa-person-000002",
  "mula_raga": [
    "oa-raga-000103"
  ],
  "mula_tala": [
    "oa-tala-000004"
  ],
  "kabya": {
    "id": "oa-kabya-000004"
  },
  "song_type": "champu",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/pheri-ja-gale-go-kabisurjya-regupta-ratnakara-champu/"
    },
    "stanzas": [
      {
        "n": 0,
        "lines": [
          "ଫେରି ଯା ଗଲେ ଗୋ",
          "ସଖି ଫାଟିଲା ମୋ କରମ ଜାଣିଲି ଭଲେ"
        ]
      },
      {
        "n": 1,
        "lines": [
          "ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି",
          "ଫତୁରୀ ଶୁଣି କିମ୍ପା କଲି ଏ ରୀତି"
        ]
      },
      {
        "n": 2,
        "lines": [
          "ଫରୁଆ ଗର୍ଭୁଁ ଫେଇ ନିର୍ଦ୍ଦୋଷ ମଣି",
          "ଫିଙ୍ଗି ଯା ଦେଲି ରୋଷେ ସଦୋଷ ମଣି"
        ]
      },
      {
        "n": 3,
        "lines": [
          "ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ",
          "ଫୁଲ ଲଲାମ ମର୍ଦ୍ଦିଦେଲି ପାଦରେ"
        ]
      },
      {
        "n": 4,
        "lines": [
          "ଫୁଲ ପଙ୍କଜ ମୃଦୁ ସୁନ୍ଦର ପାଦ",
          "ଫାଟୁ ଯେ ଥିବ ଲଭି ସଞ୍ଚାର ଖେଦ"
        ]
      },
      {
        "n": 5,
        "lines": [
          "ଫନ୍ଦା ଧବ ଯେ ଫିଙ୍ଗିଦେଲି ପାଣିକି",
          "ଫୁରୁଣା ହେବି କାହା ଘେନି ଏଣିକି"
        ]
      },
      {
        "n": 6,
        "lines": [
          "ଫେଇ ଦିଅନ୍ତୁ କଣ୍ଠୁ ଏ ମଣିହାର",
          "ଫନ୍ଦାଇ ପାରିବ କି କବିମିହିର"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/pheri-ja-gale-go-kabisurjya-regupta-ratnakara-champu/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
