{
  "id": "oa-gita-001004",
  "name": {
    "en": "Bidhata ki na karai go",
    "or": "ବିଧାତା କି ନ କରଇ ଗୋ"
  },
  "composer": "oa-person-000002",
  "mula_raga": [
    "oa-raga-000163"
  ],
  "mula_tala": [
    "oa-tala-000003"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bidhata-ki-na-karai-go-kabisurjya-kanadagouda/"
    },
    "stanzas": [
      {
        "n": 0,
        "lines": [
          "ବିଧାତା କି ନ କରଇ ଗୋ",
          "ଏକେ ନବୀନ ପ୍ରୀତି ତହିଁ ବିଦେଶେ ପତି",
          "ଏ ତ ଘୋର ବିପତ୍ତି ଏଥି ମୋର କି ଗତି"
        ]
      },
      {
        "n": 1,
        "lines": [
          "ମନେ ଥିଲା ଯାହା ତାହା ନୋହିଲା ଗୋ",
          "ଯାହା ନଥିଲା ତା ମନେ ହେଲା ଗୋ",
          "ଏବେ ପିକ ବଚନ ମନ୍ଦ ମଧୁପବନ",
          "ମଧୁର ଭୃଙ୍ଗସ୍ୱନ ଦହୁଛନ୍ତି ଜୀବନ"
        ]
      },
      {
        "n": 2,
        "lines": [
          "ଆଲିଙ୍ଗନେ ମୋର ଅନ୍ତର ଡରେ ଗୋ",
          "ପ୍ରିୟ ନ ରଖନ୍ତି ତ ହାର ଉରେ ଗୋ",
          "ଏବେ ମଧୁରେ ପୂରି ରହିଲା ବନ ଗିରି",
          "ଆହା ମୋତେ ପାଶୋରି ରହିଲେ ମଧୁପୁରୀ"
        ]
      },
      {
        "n": 3,
        "lines": [
          "ପ୍ରିୟ ଥିଲେ ଏ ମଧୁ ରଜନୀ ଗୋ",
          "କେଉଁ ସୁଖ ନ ଦିଏ ସଜନୀ ଗୋ",
          "କହି ମୋତେ ବଚନ କରନ୍ତେ ସେ ଗମନ",
          "ତାଙ୍କ ପଛେ ବହନ ନ ଗଲା ଏ ଜୀବନ"
        ]
      },
      {
        "n": 4,
        "lines": [
          "ଯେବେ ହେଲେ ଏ ଜୀବନ ଯାଉ ରେ",
          "ପ୍ରୀତିଭଙ୍ଗ କଳଙ୍କ ନ ଥାଉ ରେ",
          "ଚିନ୍ତି ଏବେ ସେ ରୀତି ଫାଟିଯାଉଛି ଛାତି",
          "ନ ସରେ ଦିବାରାତି ପ୍ରୀତି ହେଲା ବିପତ୍ତି"
        ]
      },
      {
        "n": 5,
        "lines": [
          "ଏହା କରମରେ ମୋର ଥିଲା ଗୋ",
          "ପ୍ରୀତି ଏତେ ସରିକି ତ ଗଲା ଗୋ",
          "ଏସନେ ସଖୀ ଶୁଣି ଦୁଃଖେ କହନ୍ତି ବାଣୀ",
          "ଆସିବେ ବେନୁପାଣି ହରିଚନ୍ଦନ ଭଣି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bidhata-ki-na-karai-go-kabisurjya-kanadagouda/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
