{
  "id": "oa-gita-001086",
  "name": {
    "en": "Nauria re karide pari",
    "or": "ନାଉରିଆ ରେ କରିଦେ ପାରି"
  },
  "composer": "oa-person-000015",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/nauria-re-karide-pari-palli-gita-folk-kali-charan-patnaik-kabichandra/"
    },
    "stanzas": [
      {
        "n": 0,
        "lines": [
          "( Palli Gita – folk / ପଲ୍ଲୀ ଗୀତ‌ )"
        ]
      },
      {
        "n": 1,
        "lines": [
          "ନାଉରିଆ ରେ କରିଦେ ପାରି",
          "କାଳିଆ ବଉଦ ଆସେ ବିଜୁଳି ମାରି"
        ]
      },
      {
        "n": 2,
        "lines": [
          "କାତ ପାଉନାହିଁ ଆଉ ତହିଁରେ ପବନ ଦାଉ",
          "ଭଣ୍ଡି ନ ଦିଅ ତୁ ଆଉ ଏତେବେଳେ ପର କରି"
        ]
      },
      {
        "n": 3,
        "lines": [
          "ପାରି ମୂଲ ଦେବା ପାଇଁ କଡ଼ାଏ କଉଡ଼ି ନାହିଁ",
          "କବିଚନ୍ଦ୍ର କହେ ଯାଇ ଶୁଝିବି ତୋ ସେବା କରି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/nauria-re-karide-pari-palli-gita-folk-kali-charan-patnaik-kabichandra/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
