{
  "id": "oa-gita-001094",
  "name": {
    "en": "Atasi kusuma sama syama he",
    "or": "ଅତସୀ କୁସୁମ ସମ ଶ୍ୟାମ ହେ"
  },
  "composer": "oa-person-000002",
  "mula_raga": [
    "oa-raga-000046"
  ],
  "mula_tala": [
    "oa-tala-000001"
  ],
  "kabya": {
    "id": "oa-kabya-000001",
    "section": {
      "en": "Ṇa Patala",
      "or": "ଣ ପଟଳ"
    }
  },
  "song_type": "champu",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/atasi-kusuma-sama-syama-he-na-champu-kabisurjya/"
    },
    "stanzas": [
      {
        "n": 0,
        "lines": [
          "ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି"
        ]
      },
      {
        "n": 1,
        "lines": [
          "ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼",
          "ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି"
        ]
      },
      {
        "n": 2,
        "lines": [
          "ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ",
          "ଊହିବି ଏହିଟି ବୋଲି କୃପାକଳ୍ପ ବଲ୍ଲୀଟି"
        ]
      },
      {
        "n": 3,
        "lines": [
          "ଆରକତ କଲେ ମୁଖ ଅଖଣ୍ଡ ସୁଧା ମୟୂଖ",
          "ଆବୁର ସରିବ ମୋର ଜୀଇଲେ ହେଁ ମଲିଟି"
        ]
      },
      {
        "n": 4,
        "lines": [
          "ଅଦୃଷ୍ଟ ବଳୁଁ କିଶୋରୀ ଅଙ୍ଗୀକାର କଲେ ସରି",
          "ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି"
        ]
      },
      {
        "n": 5,
        "lines": [
          "ଉଗ୍ର ନିର୍ଦ୍ଦେଶ ନୃପର ଉପବନ ଗୋପପୁର",
          "ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି"
        ]
      },
      {
        "n": 6,
        "lines": [
          "ଅଷ୍ଟଦୁର୍ଗ ନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ",
          "ଅଖିଳ ଜନନୀ ନାସା ମୃଗମଦ କଲିଟି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/atasi-kusuma-sama-syama-he-na-champu-kabisurjya/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
