{
  "id": "oa-gita-001223",
  "name": {
    "en": "Niparudha braja sasi",
    "or": "ନୀପାରୂଢ଼ ବ୍ରଜ ଶଶୀ"
  },
  "composer": "oa-person-000001",
  "mula_raga": [
    "oa-raga-000081"
  ],
  "mula_tala": [
    "oa-tala-000003"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/niparudha-braja-sasi-bihagada-gopalakrusna/"
    },
    "stanzas": [
      {
        "n": 1,
        "lines": [
          "ନୀପାରୂଢ଼ ବ୍ରଜ ଶଶୀ କରୁ ବାସ କେ ଆକର୍ଷି",
          "ମନ୍ଦ ମନ୍ଦ ହସି ହସି ଲାଜେ ମଜ୍ଜି ନବ ବୟସୀ"
        ]
      },
      {
        "n": 2,
        "lines": [
          "କୁଞ୍ଚିତ କରି ଭ୍ରୂଲତା ପୁଣ ପୁଣ ହୋଇ ବନିତା",
          "ସରାଗରେ ମାଗିବାର ହୃଦେ କୁନ୍ତଳ ବିନ୍ୟାସି"
        ]
      },
      {
        "n": 3,
        "lines": [
          "ଶ୍ରୀ ପ୍ରତାପରୁଦ୍ର ଦେବ ଭାବି ସ୍ୱାନ୍ତରେ ଏ ଭାବ",
          "ପ୍ରେମ ସୁଧାବ୍ଧି ମଧ୍ୟରେ ମଜ୍ଜିଲେ ଦିବସ ନିଶି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/niparudha-braja-sasi-bihagada-gopalakrusna/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
