{
  "id": "oa-gita-001295",
  "name": {
    "en": "Mare bana dhara srabana ki",
    "or": "ମାରେ ବାଣ ଧାରା ଶ୍ରାବଣ କି"
  },
  "composer": "oa-person-000014",
  "mula_raga": [
    "oa-raga-000011"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/mare-bana-dhara-srabana-ki-sankarabharana/"
    },
    "stanzas": [
      {
        "n": 0,
        "lines": [
          "ମାରେ ବାଣ ଧାରା ଶ୍ରାବଣ କି",
          "ବରଣ କରେ ରଣ କି"
        ]
      },
      {
        "n": 1,
        "lines": [
          "ଦର୍ପିତା ଦାମିନୀ ନାଚେ ଧିନି ଧିନି",
          "ଘଡ଼ଘଡ଼ି ସ୍ୱନେ କମ୍ପାଇ ମେଦିନୀ",
          "ଚଉଦିଗେ ସାଜେ କୃଷ୍ଣ ବାରିଦ ଅନୀକିନୀ",
          "ଗର୍ଜ୍ଜେ ତର୍ଜ୍ଜେ ରଣ ଉନ୍ମାଦ ପବନ କି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/mare-bana-dhara-srabana-ki-sankarabharana/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
