{
  "id": "oa-gita-001305",
  "name": {
    "en": "Prana sangini re kaha keun buddhi karibi",
    "or": "ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି"
  },
  "composer": "oa-person-000027",
  "mula_raga": [
    "oa-raga-000007"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/prana-sangini-re-kaha-keun-buddhi-karibi/"
    },
    "stanzas": [
      {
        "n": 0,
        "lines": [
          "ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି",
          "ଶ୍ୟାମବନ୍ଧୁ ଲାଗି ସଖୀରେ ଝୁରି ଝୁରି ମରିବି"
        ]
      },
      {
        "n": 1,
        "lines": [
          "ଯେଣିକି ଚାହିଁଲେ ସହୀ ଦିଶିଲେ ନନ୍ଦ କହ୍ନାଇ",
          "ଏଥି ପାଇଁ କେତେ ମୁହିଁ କାହା କର ଧରିବି",
          "(ପଡ଼ି)",
          "ଯିବାକୁ ପରା ଯମୁନା ଜାତି ପାଟକରେ ମନା",
          "କେତେ ସହିଲେ ଯାତନା ଏ ଲାଗି ମୁଁ ସରିବି",
          "ବୋଲେ ଦୀନ ବେଣୁଧର ଶ୍ୟାମ ପ୍ରୀତିକି ଜୁହାର",
          "ଏଣିକି ଗୋଳି ଜହର ମୁଖେ ସିନା ଧରିବି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/prana-sangini-re-kaha-keun-buddhi-karibi/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
