{
  "id": "oa-gita-001332",
  "name": {
    "en": "Sajani go manu jiba ki sate",
    "or": "ସଜନୀ ଗୋ ମନୁ ଯିବ କି ସତେ"
  },
  "composer": "oa-person-000027",
  "mula_raga": [
    "oa-raga-000091"
  ],
  "mula_tala": [
    "oa-tala-000012"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/sajani-go-manu-jiba-ki-sate-kolahala-jhula/"
    },
    "stanzas": [
      {
        "n": 0,
        "lines": [
          "ସଜନୀ ଗୋ ମନୁ ଯିବ କି ସତେ",
          "ଯାହା ଦେଖିଥିଲୁ କାଲି ଯମୁନା ପଥେ"
        ]
      },
      {
        "n": 1,
        "lines": [
          "ଛୁଆ ମୂରତି ସେ ନୂଆ ମଦନ",
          "କୁମାର ପୁନିଅଁ କାଳିଆ ଜହ୍ନ",
          "ବାଙ୍କ ଚାହାଣୀରେ ଥରେ ସେ ଅନାଇଁ",
          "କିଙ୍କରୀ କରି ତ ରଖିବ ସତେ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/sajani-go-manu-jiba-ki-sate-kolahala-jhula/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
