{
  "id": "oa-gita-001333",
  "name": {
    "en": "Pranadhana e ki riti",
    "or": "ପ୍ରାଣଧନ ଏ କି ରୀତି"
  },
  "composer": "oa-person-000027",
  "mula_raga": [
    "oa-raga-000190"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/pranadhana-e-ki-riti/"
    },
    "stanzas": [
      {
        "n": 0,
        "lines": [
          "ପ୍ରାଣଧନ ଏ କି ରୀତି କାହୁଁ ଶିଖିଲୁ କି",
          "କେଉଁ ଦୋଷ କଲି ବୋଲି ଗୁମାନେ ବସିଲୁ କି"
        ]
      },
      {
        "n": 1,
        "lines": [
          "ଶରଦ ଚନ୍ଦ୍ରବଦନ ଦିଶଇ ଏଡ଼େ ମଳିନ",
          "ଘନକେଶୀ ମନୁ ପ୍ରୀତି ଦୂର କରି ଦେଲୁ କି ।",
          "(ପଡ଼ି)",
          "ଗଣ୍ଡେ ମଣ୍ଡିଅଛୁ ପାଣିକି",
          "ହସି ନ କହୁଛୁ ବାଣୀକି",
          "ଦୀନ ବେଣୁଧର ଭାଷେ ବାଣୀକି",
          "ବିନୟୀ ଦାସ ମୁଁ ତୋର ତୁ ନ ଜାଣୁ କି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/pranadhana-e-ki-riti/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
