{
  "id": "oa-gita-001337",
  "name": {
    "en": "Radhe radhe radhe boli bajare bansi",
    "or": "ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ"
  },
  "composer": "oa-person-000027",
  "mula_raga": [
    "oa-raga-000043"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/radhe-radhe-radhe-boli-bajare-bansi-basanta/"
    },
    "stanzas": [
      {
        "n": 0,
        "lines": [
          "ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ",
          "ବାଜରେ ବଂଶୀ ମୋହନ ବଂଶୀ"
        ]
      },
      {
        "n": 1,
        "lines": [
          "ଯମୁନା ପାଣି ଉଠୁ ଉଜାଣି",
          "ବହୁରେ ମୃଦୁ ମଳୟ ରାଶି",
          "ଶୁଖିଲା ତରୁ ପଲ୍ଲବ ଧରୁ",
          "ନାନା କୁସୁମେ ଯାଉ ବିକଶି"
        ]
      },
      {
        "n": 2,
        "lines": [
          "କୋକିଳ ଗାନ ପଞ୍ଚମ ତାନ",
          "ସହିତେ ଗାଉ ଗାଉ ଉଲ୍ଲାସି",
          "ମତ୍ତ ଭ୍ରମର କରୁ ଝଙ୍କାର",
          "ଆସୁ ଶ୍ରୀ ରାଧା ହସି ହସି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/radhe-radhe-radhe-boli-bajare-bansi-basanta/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
