{
  "id": "oa-gita-001339",
  "name": {
    "en": "Kaha sahi kahin pain mohana",
    "or": "କହ ସହି କାହିଁ ପାଇଁ ମୋହନ"
  },
  "composer": "oa-person-000014",
  "mula_raga": [
    "oa-raga-000158"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/kaha-sahi-kahin-pain-mohana-ghantaraba/"
    },
    "stanzas": [
      {
        "n": 0,
        "lines": [
          "କହ ସହି କାହିଁ ପାଇଁ ମୋହନ ନଇଲେ ଗୋ",
          "ପ୍ରହରୁ ଚଳିଲା ନିଶି କାହିଁ ସେ ରହିଲେ ଗୋ"
        ]
      },
      {
        "n": 1,
        "lines": [
          "ଦହଇ ବିରହାନଳ କେତେ ହେବି କଲବଲ",
          "ସହିବି କେମନ୍ତେ ଏହା ସେ ଭେଟ ନୋହିଲେ ଗୋ ।",
          "(ପଡ଼ି)",
          "ସ୍ନେହରେ ଭୁଲାଇ କେହି ଗୋ",
          "ରଖିଲେ କି ଅଟକାଇ ଗୋ ?",
          "ଦେହ ତ ମୋ ସହୁ ନାହିଁ ଗୋ",
          "କି ଦଣ୍ଡ ମୋହନ ବିହିଲେ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/kaha-sahi-kahin-pain-mohana-ghantaraba/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
