{
  "id": "oa-gita-001344",
  "name": {
    "en": "Sate ki bihi eka kariba go",
    "or": "ସତେ କି ବିହି ଏହା କରିବ ଗୋ"
  },
  "composer": "oa-person-000002",
  "mula_raga": [
    "oa-raga-000192"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/sate-ki-bihi-eha-kariba-go-taramani/"
    },
    "stanzas": [
      {
        "n": 0,
        "lines": [
          "ସତେ କି ବିହି ଏହା କରିବ ଗୋ",
          "ସଖୀ ମୋ ଦୁଃଖ ଦଶା ସରିବ ଗୋ"
        ]
      },
      {
        "n": 1,
        "lines": [
          "ସଜଳ ଜଳଧର କଳେବର କିଶୋର",
          "ବରଙ୍କୁ ମୋ ନେତ୍ର ହେରିବ ଗୋ",
          "ଶ୍ୟାମ ଶ୍ରୀମୁଖ ଚନ୍ଦ୍ରମଣ୍ଡଳୁଁ ହୋଇ ସାନ୍ଦ୍ର",
          "ବଚନ ସୁଧାରସ ଝରିବ ଗୋ",
          "(ପଡ଼ି)",
          "କରି ମୋ ଚିତ୍ତ ଚୋରି ଧରା ନ ଦେବା ହରି",
          "ବୁଝିବା ବୋଲି ବାଣୀ ସ୍ଫୁରିବ ଗୋ",
          "ବୋଲେ ଶ୍ରୀ ଜଗଦ୍ଦେବ ଲଭିଣ ଶ୍ୟାମ ଭାବ",
          "କଳ୍ପକ ଅଳ୍ପ ପରି ସରିବ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/sate-ki-bihi-eha-kariba-go-taramani/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
