{
  "id": "oa-gita-001365",
  "name": {
    "en": "Bhala se mana mohana",
    "or": "ଭଲା ସେ ମନମୋହନ"
  },
  "composer": "oa-person-000027",
  "mula_raga": [
    "oa-raga-000029"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bhala-se-mana-mohana-sokabaradi/"
    },
    "stanzas": [
      {
        "n": 0,
        "lines": [
          "ଭଲା ସେ ମନମୋହନ",
          "ପୀରତିରେ ରସିଲୁ ଗୋ",
          "ଜାଣି ଶୁଣି ଯାହା ରାଧେ",
          "ଅପବାଦେ ଭାସିଲୁ ଗୋ"
        ]
      },
      {
        "n": 1,
        "lines": [
          "ସେ ଶ୍ୟାମ ପ୍ରେମ ଗଞ୍ଜାଇ",
          "ମାଦକେ ହେଲୁ ରଞ୍ଜାଇ",
          "କହୁଥିଲି ସମଝଇ",
          "ତା ମନେ ନ କଷିଲୁ ଗୋ",
          "(ପଡ଼ି)",
          "ବାମନୟନା ମୋ ମନା",
          "ନ ଘେନିଲୁ ରେ ସୁମନା",
          "କାମ ଅସିଧାରକୁ ଯା",
          "ହେମ ଅଙ୍ଗରେ ଘଷିଲୁ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bhala-se-mana-mohana-sokabaradi/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
