{
  "id": "oa-gita-001366",
  "name": {
    "en": "Galu sari re kisori kanaka gori",
    "or": "ଗଲୁ ସରି ରେ କିଶୋରୀ"
  },
  "composer": "oa-person-000027",
  "mula_raga": [
    "oa-raga-000029"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/galu-sari-re-kisori-kanaka-gori-sokabaradi/"
    },
    "stanzas": [
      {
        "n": 0,
        "lines": [
          "ଗଲୁ ସରି ରେ କିଶୋରୀ କନକଗୋରୀ",
          "ସେ ଶଠ ଲମ୍ପଟ ପ୍ରୀତି ଭରସା କରି"
        ]
      },
      {
        "n": 1,
        "lines": [
          "ହଟିଆ ସେ ଦଗାଦିଆ ସତୀ ମହତ ଲୁଟିଆ",
          "ପଡ଼ି ତା ପ୍ରୀତି ନିଶାରେ ହେଲୁ ତୁ ଘାରି",
          "(ପଡ଼ି)",
          "ହଜିଲା ଲାଜ ମହତ ଭାଜିଲା କୁଳ ମହତ",
          "ବ୍ରଜବଜାରେ ତୁ ହେଲୁ କୁଳଟା ନାରୀ",
          "ନାହିଁ ତ ଉପାୟ ଆନ ରେ ନାରୀ ଶିରୀ ରତନ",
          "ଟାପରା ସହିବୁ ହସିବେଟି ଭଗାରି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/galu-sari-re-kisori-kanaka-gori-sokabaradi/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
