{
  "id": "oa-gita-001372",
  "name": {
    "en": "Ana go duti syama murati thare",
    "or": "ଅନା ଗୋ ଦୂତୀ ଶ୍ୟାମ ମୂରତି ଥରେ"
  },
  "composer": "oa-person-000027",
  "mula_raga": [
    "oa-raga-000195"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/ana-go-duti-syama-murati-thare-madhura-gujjari/"
    },
    "stanzas": [
      {
        "n": 0,
        "lines": [
          "ଅନା ଗୋ ଦୂତୀ ଶ୍ୟାମ ମୂରତି ଥରେ",
          "ଦେଖି କେ ଘାରି ନୋହିବ ମନମଥରେ"
        ]
      },
      {
        "n": 1,
        "lines": [
          "ଶିରେ ଶିଖଣ୍ଡ ଚୂଡ଼ା ମଲ୍ଲୀ ମାଳରେ ବେଢ଼ା",
          "ଯୁବତୀ ଜ୍ଞାନବୁଡ଼ା କୁଳ ମହତ ଛଡ଼ା",
          "ତ୍ରିଭଙ୍ଗ ଛନ୍ଦେ ଛିଡ଼ା ନୁହେଁ ନେତ୍ର ପିଛୁଡ଼ା",
          "ଦେଖି ତା ରୀତି"
        ]
      },
      {
        "n": 2,
        "lines": [
          "ହେଲେ ପତିବରତୀ ରଖିବ ନିକି ଧୃତି",
          "ମୁରଲୀ ଶୁଣି ଶ୍ରୁତି ତାରେ ଇଚ୍ଛିବ ରତି",
          "ଶ୍ୟାମବନ୍ଧୁ ପୀରତି ବିନାରେ କି ବରତି",
          "ପାରିବ ଥରେ"
        ]
      },
      {
        "n": 3,
        "lines": [
          "କେଳି ପାଦପ ନୀପମୂଳେ ଶ୍ୟାମଳ ରୂପ",
          "ଦର୍ଶନେ ସତୀ ଦର୍ପ ଭାଙ୍ଗିଯିବ କନ୍ଦର୍ପ",
          "ବାଣରେ ନିଶ୍ଚେ ଅପଘନ କରିବ ଅର୍ପଣ",
          "ସେ ସ୍ୱାର୍ଥରେ"
        ]
      },
      {
        "n": 4,
        "lines": [
          "ତ୍ରିଭଙ୍ଗ ଉଭା ଶୋଭା ଦେଖି କେ ଅବା ଲୋଭା",
          "ନୋହିବ ତା ପ୍ରତିଭା ରଖିଦେବକି ଯୁବା",
          "କୁଳବତୀ ବଲ୍ଲଭା ଆନ କରିବ ଜବା",
          "-ଧରୀ ବ୍ରତରେ"
        ]
      },
      {
        "n": 5,
        "lines": [
          "ଚିନ୍ତି ସେ ବେଣୁଧର ପୟର ବେଣୁଧର",
          "କବି ରଜନୀକର କହେ ସଜନୀ କର",
          "ଧରି କିଶୋରୀ ସାର ମଣି ଚିନ୍ତାମଣିର",
          "ପ୍ରେମ ରତରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/ana-go-duti-syama-murati-thare-madhura-gujjari/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
