{
  "id": "oa-gita-001378",
  "name": {
    "en": "Prana sangini go nahi ambha banamali",
    "or": "ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ । ଘୋଷା । ଦେଖ ଏ କାଳିକା କାଳୀକୁଣ୍ଡଳୀ ଆସୁଛି ଖେଳି । ୧ । ଆସେ ବିଜୁଳି ରସନା ଚାଳିସେ ସିନା କାଳୀକି ଦଳି । ୨ । କାଳିନ୍ଦୀରେ କଲେ କେଳିସଙ୍ଗେ ଘେନି ବ୍ରଜବାଳୀ । ୩ । ଏହି ରସେ ଭାଳି ଭାଳିଗୀତେ କହେ ବନମାଳୀ । ୪ ।"
  },
  "composer": "oa-person-000026",
  "mula_raga": [
    "oa-raga-000197"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/prana-sangini-go-nahi-ambha-banamali/"
    },
    "stanzas": [
      {
        "n": 0,
        "lines": [
          "ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ"
        ]
      },
      {
        "n": 1,
        "lines": [
          "ଦେଖ ଏ କାଳିକା କାଳୀ",
          "କୁଣ୍ଡଳୀ ଆସୁଛି ଖେଳି"
        ]
      },
      {
        "n": 2,
        "lines": [
          "ଆସେ ବିଜୁଳି ରସନା ଚାଳି",
          "ସେ ସିନା କାଳୀକି ଦଳି"
        ]
      },
      {
        "n": 3,
        "lines": [
          "କାଳିନ୍ଦୀରେ କଲେ କେଳି",
          "ସଙ୍ଗେ ଘେନି ବ୍ରଜବାଳୀ"
        ]
      },
      {
        "n": 4,
        "lines": [
          "ଏହି ରସେ ଭାଳି ଭାଳି",
          "ଗୀତେ କହେ ବନମାଳୀ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/prana-sangini-go-nahi-ambha-banamali/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
