{
  "id": "oa-gita-001386",
  "name": {
    "en": "Gangadhara hara he",
    "or": "ଗଙ୍ଗାଧର ହର ହେ"
  },
  "composer": "oa-person-000015",
  "mula_raga": [
    "oa-raga-000010"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/gangadhara-hara-he/"
    },
    "stanzas": [
      {
        "n": 1,
        "lines": [
          "ଗଙ୍ଗାଧର ହର ହେ ଚନ୍ଦ୍ରମଉଳି",
          "ଭୂତପତି ଡମ୍ବରୁଧର କର । ପଦ ।",
          "ଗଳ ପର ନାଗ ଫଣା, ଦିଗମ୍ବର",
          "ସେବିତ ସୁରନର, ଶମ୍ଭୁ ଉମାବର, କାମ ବାମକର,",
          "(ପଡ଼ି)",
          "ବନ୍ଦେ ଜଗଜ୍ଜନ ସରସିଜ ଚରଣେ",
          "ଗିରିଜାବରଦ ଶଙ୍କର ହେ",
          "ଭୂତ ସଙ୍ଗ, କର ରଙ୍ଗ, ମନୋହର",
          "ଡିମକ ଡିମକ ନାଦେ, ନଟନ ଚପଳ ଛନ୍ଦେ",
          "ଜୟ ଜଗଦୀଶ୍ୱର"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/gangadhara-hara-he/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
