Gīta

Manamohane nuha abhimanini

ମନମୋହନେ ନୁହଁ ଅଭିମାନିନୀ

Text

Ghoṣā

ମନମୋହନେ ନୁହଁ ଅଭିମାନିନୀ ତାଙ୍କ ସମୟକୁ ଅଣ୍ଟିଗଲାଣି

1

ମାନମୟୀ ତେଜ ମାନ ଧନୀ ମୋ ବଚନ ମାନ କି ହୋଇବ କେତେ କଲେ ଭାଳେଣି

4

ସଞ୍ଜ ସମୟ ହେଲାଣି କଞ୍ଜ ତ ଘୁମାଇଲାଣି କୁଞ୍ଜେ ହେଟି ଶ୍ୟାମ ବିଜେ ବୋଲେ ତାରିଣୀ

Sources

Cite this record


Last updated 2026-11-01. Record as JSON