Gīta

Braja chandrama tini loka sukha sima

ବ୍ରଜ ଚନ୍ଦ୍ରମା ତିନି ଲୋକ ସୁଖସୀମା

Text

Ghoṣā

ବ୍ରଜ ଚନ୍ଦ୍ରମା ତିନି ଲୋକ ସୁଖସୀମା

1

ଶିରରେ ମୟୂର ପକ୍ଷୀ ଦେଖି ମନ ରହେ ଲାଖି

2

ଅଧରେ ମୋହନ ବେଣୁ ଧେନୁ ଘେନି ଆସେ ବନୁ

3

ଲଲାଟେ ଚନ୍ଦନ ବିନ୍ଦୁ ନିନ୍ଦଇ ଯେ ପୂର୍ଣ୍ଣ ଇନ୍ଦୁ

4

ବନମାଳୀ ଶ୍ୟାମ ତନୁ ଚିନ୍ତିଲେ ନ ଗଲା ମନୁ

Sources

Cite this record


Last updated 2026-11-01. Record as JSON