Pada bande gananatha
ପଦ ବନ୍ଦେ ଗଣନାଥ
Text
Ghoṣā
ପଦ ବନ୍ଦେ ଗଣନାଥ ଗୁଣଧାମ ଜୟ ହେ କୁନ୍ଦଜିତ ଗୌରତନୁ ଗୌରୀସୁତ ଜୟ ହେ
1
ଦେବବର ବିଘ୍ନହର ଯଶ ଗାଏ ନାଗ ନର ପାଶଧର ନାଶ ଦର ନାଗଶିର ଜୟ ହେ
2
ଶୁଦ୍ଧମତି ବୁଦ୍ଧ ଅତି ପଦ ବନ୍ଦେ ସୁର ଯତି ଘେନ ନତି ମୂଢ଼ ଗତି ଗୁଞ୍ଜେ ଜଗ ଜୟ ହେ