Nacha gopalasundara
ନାଚ ଗୋପାଳସୁନ୍ଦର
Text
Ghoṣā
ରିମି ଝିମିକି ଝିମି । ଚାରୁ ନୂପୁର ବାଜେ । ନାଚ ଗୋପାଳସୁନ୍ଦର
1
କାମଗର ଗଞ୍ଜନ । ଛବି ଦଳା ଅଞ୍ଜନ । ରାଈ ମାନ ଭଞ୍ଜନ । ଜଗଜ୍ଜନ ରଞ୍ଜନ । (ପଡ଼ି) ପା ପା ପା ମା ପା ଗା ମା ପା ନି ପା ସା ସା ସା ଛନ୍ଦେ ମୋହନ ମୁରଲୀ ବାଜେ ବାଜେ ମର୍ଦ୍ଦଳ ଥେଇ ତା ଥେଇ ଥେଇ ତି କିଟିତାକ ତାକଝିଣା କେଟେତାକ ଥୈ ଧେଇ ଧେଇ ଧେଇ ଧେଇ