Gīta

Amala phula kunda sari

ଅମଳ ଫୁଲ କୁନ୍ଦ ସରି

Text

Ghoṣā

ଅମଳ ଫୁଲ କୁନ୍ଦ ସରି ଶୁଭ୍ରଚନ୍ଦ୍ର ଶିରେ ସାଜେ ଡିମିକି ଡିମି ଡିମି ଡିମକ ଘନ ଡମ୍ବରୁ ବାଜେ

1

ସୁରଧୂନୀ ଶରଧାରେ ଧୁଏ ବିଭୂତି ଶରୀରେ ଫଣୀ ବଳୟ ଗଳେ ହାର ହାର ବ୍ୟାଘ୍ରାମ୍ବର ବିରାଜେ

Sources

Cite this record


Last updated 2026-11-01. Record as JSON