Bhajare manasa gopalatam
ଭଜରେ ମାନସ ଗୋପଲଟଂ
Text
Ghoṣā
ଭଜରେ ମାନସ ଗୋପଲଟଂ କଟିତଟେ ଶୋଭିତ ପୀତପଟଂ
1
କାଳୀୟ ମର୍ଦ୍ଦନ କଂସ ନିସୂଦନ ଗୋକୁଳ ରକ୍ଷଣ ନାମ ରଟଂ
2
ମଙ୍ଗଳ ମଞ୍ଜୁଳ କେଳି କଳାମୂଳ ଲୀଳା ପୂରିତ ସର୍ବ ଘଟଂ
3
ନିତ୍ୟ ନିରଞ୍ଜନ ସତ୍ୟ ସନାତନ ଗୋପିନୀ ରଞ୍ଜନ ବଂଶୀବଟଂ
4
ବିଶ୍ୱ ବିମୋହନ ବେଣୁ ବିନୋଦନ ଶାଶ୍ୱତ ସୁଚରିତ କର୍ଣ୍ଣପୁଟଂ
5
ପାବନ ପୂରଣ ବ୍ରହ୍ମ ପରାୟଣ ପ୍ରେମ ସୁଧାମୟ ରାସ ନଟଂ