Gīta

Jibana bandhu karuna sindhu

ଜୀବନ ବନ୍ଧୁ କରୁଣା ସିନ୍ଧୁ

Text

Ghoṣā

ଜୀବନ ବନ୍ଧୁ କରୁଣା ସିନ୍ଧୁ ହେ ସୁଖ ଶାନ୍ତି ନିକେତନ ହେ ହେ ଚିର ସୁନ୍ଦର ଜଗଦାଧାର ପରମାନନ୍ଦ ବିବର୍ଦ୍ଧନ ହେ

1

ବିଶ୍ୱବିହାରୀ ପାତକହାରୀ ଭବ ଭୟ ଭୀତି ନିବାରଣ ହେ ପୂରଣ ବ୍ରହ୍ମ ପରାୟଣ ଚିଦ୍‌ଘନ ରସମୟ ସତ୍ୟ ସନାତନ ହେ

2

ସଙ୍କଟ ଭଞ୍ଜନ ଶଙ୍କର ବନ୍ଦନ ଜଗଦୀଶ୍ୱର ଅଘ ମୋଚନ ହେ ତାରିଣୀ ହୃଦ ମନ୍ଦିର ସମ୍ବର୍ଦ୍ଧନ ମୋହନ ନିତ୍ୟ ନିରଞ୍ଜନ ହେ

Sources

Cite this record


Last updated 2026-11-01. Record as JSON