Gīta

Jaa jaa he mohana

ଯାଅ ଯାଅ ହେ ମୋହନ

Text

Ghoṣā

ଯାଅ ଯାଅ ହେ ମୋହନ ନ କହ ଚାଟୁବଚନ ତୁମ୍ଭ ରୀତିକି ପ୍ରଣାମ

1

ଥିଲ କାହା ପୁରତେ ଆସୁଅଛ ପ୍ରଭାତେ ନାହିଁ କି ମୁଖେ ଶରମ

2

ଆହେ ଶ୍ୟାମସୁନ୍ଦର କୋଟି କୋଟି ଜୁହାର ତୁମ୍ଭର ସ୍ନେହ ସୁଷମ

3

ବୋଲେ ଦୀନ ତାରିଣୀ ଦେଖି ଯିବି କି ଧନୀ ବସିଛନ୍ତି କରି ମାନ

Sources

Cite this record


Last updated 2026-11-01. Record as JSON