Gīta

Bhaba tarana karana narayana

ଭବ ତାରଣ କାରଣ ନାରାୟଣ

Text

Ghoṣā

ଭବ ତାରଣ କାରଣ ନାରାୟଣ କର ନାମ ନିରନ୍ତର ପାରାୟଣ

1

ପରମାନନ୍ଦ ଭଜ ଗୋବିନ୍ଦ ଶାନ୍ତି ସୁଧାରସ ଧାରାୟଣ

2

ପରମ ପ୍ରେମ ପରମାରାମ ସାଧୁ ସନ୍ଥ ଭକ୍ତପରାୟଣ

3

ପୂରଣ ବ୍ରହ୍ମ ପ୍ରାଣ ଆରାମ ଶକ୍ତି ଭକ୍ତି ମୁକ୍ତି ସନ୍ଧାୟନ

4

ନିର୍ଭେଦ ଧର୍ମ ନିଷ୍କାମ କର୍ମ ତାରିଣୀର ଲକ୍ଷ୍ୟ ସାରାୟନ

Sources

Cite this record


Last updated 2026-11-01. Record as JSON