Gīta

Gati mora nanda nandana

ଗତି ମୋର ନନ୍ଦନନ୍ଦନ

Text

Ghoṣā

ଗତି ମୋର ନନ୍ଦନନ୍ଦନ ଗଲେ ଯାଉ ପଛେ ସଖୀ ତାର ଲାଗି ଏ ଜୀବନ

1

ହେଲେ ହେଉ ଅପବାଦ । ତହିଁକି ନାହିଁ ମୋ ଖେଦ । ସେହି ସିନା ମୋ ସନମାନ । (ପଡ଼ି‌) ଯାଉ ଗୋ ମାନ ମହତ । ନ ତେଜିବି ନନ୍ଦସୁତ । କଳାକାହ୍ନୁ ମୋର ଗଣ୍ଠିଧନ ତ । ସେ ତ ମୋର ଗଳାହାର । ନଟବର ସୁନ୍ଦର । ମୂରୁଛି ନ ପାରିବି ଗୋ ହୃଦଚନ୍ଦନ

Sources

Cite this record


Last updated 2026-11-01. Record as JSON