Jagrata mahadeba deba
ଜାଗ୍ରତ ମହାଦେବ ଦେବ
Text
Ghoṣā
ଜାଗ୍ରତ ମହାଦେବ ଦେବ ଜାଗ୍ରତ ରଣ ସାଜେ ସେବକ ଜନ ସେବିତ ଶିବ ଶଙ୍କର ଦେବରାଜେ
1
ଗଙ୍ଗାଧର କାଶୀବାସୀ ନାଶ ସଂସାର ପାପରାଶି ପାର୍ବତୀପତି ପାହି ପିନାକୀ ଡାକି ଡମ୍ବରୁ ବାଜେ