Nabina nirada syama
ନବୀନ ନୀରଦ ଶ୍ୟାମ
Text
Ghoṣā
ନବୀନ ନୀରଦ ଶ୍ୟାମ ନବୀନାକୁ ସାରିଲାରେ ସଂସାର ସାର ସୁଷମା ଅବିରତ ଘାରିଲାରେ
1
ଲାବଣ୍ୟନିଧିକି ଝୁରି ସରିଲା ରାଈ କିଶୋରୀ ଅଶନ ବସନ ବିଷ ତୁଲ୍ୟ ମଣି ଝୁରିଲାରେ