Gīta

Jamunaku aau jaana

ଯମୁନାକୁ ଆଉ ଯାଆନା

Text

Ghoṣā

ଯମୁନାକୁ ଆଉ ଯାଆନା ବାଟ ଜଗି ବସିଥିବ ସେ ନନ୍ଦ କାହ୍ନା

1

ସେ ଶ୍ୟାମ ବାଙ୍କଚାହାଣୀ ମରମ ଦେବଟି ହାଣି ନ ଯିବୁ ତୁ ନୀର ଆଣି ଘନ ଜଘନା

2

ଦେଲୁଣିକିରେ ପାଶୋରି ଦଗାଦାର ବଂଶୀଧାରୀ ସରିଯିବୁରେ କିଶୋରୀ ନ ଘେନୁ ମନା

3

ସେ ସୁନ୍ଦର ବନମାଳୀ ନାଚୁଥିବେ ଢଳି ଢଳି ଶିଖୀ ପୁଚ୍ଛ ବାମେ ଢାଳି କାଳିଆ ସୁନା

Sources

Cite this record


Last updated 2026-11-01. Record as JSON