Gīta

Bandhua tu mo sabu bharasa

ବନ୍ଧୁଆ ତୁ ମୋ ସବୁ ଭରସା

Text

Ghoṣā

ବନ୍ଧୁଆ ତୁ ମୋ ସବୁ ଭରସା ନ କର ଦରପଣନିଭ ରସା

1

ଭୁଷ ପଛେ ମୁନେ କରରୁହର ଏ ଗୁମାନ ପରିକରରୁ ହର

2

ଶ୍ରୀମୁଖ ପରବ ତୁହିନକର ଅରୁଣ ଭାବକୁ ତୁହି ନ କର

3

ବିଅର୍ଥ ଏ ଚନ୍ଦ୍ର କ୍ଷଣଦା ସରେ ଖେଳା ଚଞ୍ଚଳ ଈକ୍ଷଣ ଦାସରେ

4

ମୁଁ ସାଧ୍ୟ ନୋହିଲେ ତିଆରଣରେ ମାର ମଦନ ହଟିଆ ରଣରେ

5

ସରିଲାଟି ଅଷ୍ଟଦୁର୍ଗନାଥ ରେ ଅନା ଅନା ସୁନାବରନା ଥରେ

Sources

Cite this record


Last updated 2026-11-01. Record as JSON