Gīta

Sarasa jetiki re

ସରସ ଯେତିକି ରେ

Text

Ghoṣā

ସରସ ଯେତିକି ରେ ବନ୍ଧୁ ବିରସ ତେତିକି ରେ

1

ନାଗରୀ ମୁକୁଟ ହୀରା ଉନ୍ମାଦ ପ୍ରେମ ପସରା ସୁରତ ରଙ୍ଗିଣୀ ଠାଣି ଉହୁଁ ଉହୁଁ ଇଷିବାଣୀ (ପଡ଼ି) ନାହିଁ ନାହିଁ ମହୀମଣ୍ଡଳେ ସହି ପରି ପରିଣତ ବିମ୍ବାଧରୀ ଧରାଶୀରି କରୀନ୍ଦ୍ରବରଗତି ସଙ୍ଗତି ଜଗତୀରେ ଗତି ମୋ ରତିପଣ୍ଡିତା ରମଣୀମଣି

2

ଆସେ ହୋଇ ରହରହ ହାସେ ମଣ୍ଡୁଥାଏ ଦେହ ମୁଖେ ବାସଶେଷ ଦେବା ପଛକୁ ଘୁଞ୍ଚିଆସିବା

Sources

Cite this record


Last updated 2026-11-01. Record as JSON