Gopini madhye nache re
ଗୋପିନୀ ମଧ୍ୟେ ନାଚେ ରେ
Text
Ghoṣā
ଗୋପିନୀ ମଧ୍ୟେ ନାଚେ ରେ ଶ୍ରୀ ନନ୍ଦନନ୍ଦନ
1
ରଙ୍ଗଦେବୀ ଗୋରୀ ନବୀନ କିଶୋରୀ ରାଗ କରେ ସାନିଧାପା ପାଧାପାମା ଗାରେ
2
ଲଳିତା ବିଶାଖା ତୁଙ୍ଗଭଦ୍ରା ସୁଚିତ୍ରା ବଜାଇ ମର୍ଦ୍ଦଳ ଧିତା ଧିତା ଗଦିଘନ ଧା
3
ସର୍ବ ସଖୀ ମିଳି ଦ୍ୟନ୍ତି କର ତାଳି ନାଚନ୍ତି ଶ୍ରୀ କୃଷ୍ଣ ଢଳି ଢଳି ଢଳିରେ
4
କମଳୀ ଧବଳୀ ଦ୍ୟନ୍ତି ହୁଳହୁଳି ବୋଲେ ବନମାଳୀ ଭାଳି ଭାଳି ଭାଳିରେ