Gīta

Santatare mana bhaja sri pitabasa

ସନ୍ତତରେ ମନ ଭଜ ଶ୍ରୀ ପୀତବାସ

Text

Ghoṣā

ସନ୍ତତରେ ମନ ଭଜ ଶ୍ରୀ ପୀତବାସ ସଂସାରେ ଲଭିବୁ ଯଶ

1

ସରସ୍ୱତୀ ବୀଣା ଧରି ସଙ୍ଗୀତ ଗୀତ ଉଚ୍ଚାରି ସଙ୍ଗେ ଭକ୍ତଜନ ଘେରି ସେ ଚଉପାଶ

2

ସସ୍ରଯୋନି ସଦାଶିବ ସେବାରେ ଛନ୍ତି ସେ ଠାବ ଶରଧାରେ ଭଜ ମନ ସଂସାର ସାର ରସ

3

ଶଙ୍ଖ ଚକ୍ର ଗଦାଧର ସରଳ ବିମ୍ବ ଅଧର ସତେ କି ସୁନ୍ଦର ଧୀର ଶ୍ୟାମଳ ବେଶ

Sources

Cite this record


Last updated 2026-11-01. Record as JSON