Jaya sri jagabandhu natha
ଜୟ ଶ୍ରୀ ଜଗବନ୍ଧୁ ନାଥ
Text
Ghoṣā
ଜୟ ଶ୍ରୀ ଜଗବନ୍ଧୁ ନାଥ ଦୀନଜନବନ୍ଧୁ ଶରଣ ଜନ୍ମ ଜନ୍ମାନ୍ତେ ତାର ହେ କରୁଣାସିନ୍ଧୁ
1
ଭକ୍ତ ମାରକଣ୍ଡ ଋଷି । ବନେ ଯାଉଥିଲେ ଭାସି । ରଖିଲ ତା ଦୁଃଖ ନାଶି । ଉଦ୍ଧାର କରୁଣାସିନ୍ଧୁ