Gīta

E kisa he syama

ଏ କିସ ହେ ଶ୍ୟାମ

Text

Ghoṣā

ଏ କିସ ହେ ଶ୍ୟାମ କହୁଥାଅ ପରା ଆନେ ନାହିଁ ପ୍ରୀତି

1

ନଳିନ ନୟନ ଦିଶୁଛି ଥନଥନ କୁଙ୍କୁମରେ ଜରଜର ଦିଶେ ଛାତି

2

ଅଧର ସୁରଙ୍ଗ ଦିଶୁଛି ବିଭଙ୍ଗ ମୋହନ ମାଦକେ ପାହିବାରୁ ରାତି

3

ଆହେ ବାସଚୋରା ପଡ଼ିଗଲ ଧରା କାହା ପୁରେ ରହି ପୁହାଇଲ ରାତି

Sources

Cite this record


Last updated 2026-11-01. Record as JSON