Gīta

Syama bine sajani

ଶ୍ୟାମ ବିନେ ସଜନୀ

Text

Ghoṣā

ଶ୍ୟାମ ବିନେ ସଜନୀ ଆନେ ବଞ୍ଚିବି କି

1

ମୁଁ ତ କରିନାହିଁ ଦୋଷ ମୋରେ କାହିଁକି ନିରାଶ କରିଥିଲି କେତେ ଆଶ ଦହିଲେ କି

2

ସେ ଶିଖିପୁଚ୍ଛ ଚୂଳିଆ ନବୀନ ଘନକାଳିଆ କଳାପ ଗୁଞ୍ଜମାଳିଆ ନଇଲେ କି

3

ଏ ଜୀବନ ଯିବ ଧନକୁ କେ ଭେଟାଇବ ଶ୍ରୀ ବୀରକିଶୋର ଦେବ ଭାଷିଲେ କି

Sources

Cite this record


Last updated 2026-11-01. Record as JSON