Gīta

Karunamaya natha he

କରୁଣାମୟ ନାଥ ହେ

Text

Ghoṣā

କରୁଣାମୟ ନାଥ ହେ ଦୁଃଖନାଶନ କର ତ୍ରାହି ଦୀନବାନ୍ଧବ ଭକ୍ତବତ୍ସଳ ଶାନ୍ତି କାନ୍ତି ସଦା ହିଁ

1

ହେ ନିରଞ୍ଜନ ବିଘ୍ନନାଶନ ଆନନ୍ଦ ଅକୂପାର ହେ ନାମ ସୁମଧୁର ପୀୟୂଷ ନିର୍ଝର ପାନେ ତୋଷ ଅପାର ହେ

Sources

Cite this record


Last updated 2026-11-01. Record as JSON